AD

ଘେଁସ୍ ଶନିମନ୍ଦିର ଠାରେ 115 ନଂ ମହାପ୍ରସାଦ ଦାନ କଳେ ଘେଁସ୍ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା|| sani maharaj temple ||

 


ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ୍ ଶନିମନ୍ଦିର ଠାରେ 115 ନଂ ମହାପ୍ରସାଦ ଦାନ କଳେ ଘେଁସ୍ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା ! ଶନି ମନ୍ଦିର ପ୍ରତିଷ୍ଠା ହେଲା ଦିନ ଠାରୁ ପ୍ରତି ଶନିବାର ଦିନରେ ଜଣେ ନାଁ ଜଣେ ଦାତା ମହାପ୍ରସାଦ ବଣ୍ଟନ କରିଥାନ୍ତି  ! ଏହି ଶନିବାର ଦିନରେ ଘେଁସ୍ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା 115 ନଂ ମହାପ୍ରସାଦ ଦାନ କରି ମହାପୂର୍ଣ ଅର୍ଜନ କରିଛନ୍ତି ! ଘେଁସ୍ ଅଞ୍ଚଳ ରେ ଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ଶନିମନ୍ଦିର କୁ ଆଶୀ ଶନି ମହାରାଜ କୁ ଦର୍ଶନ କରି ପ୍ରସାଦ ସେବନ କରି ଘରକୁ ଫେରିଥାନ୍ତି ! ଯେତେବେଳେ ଘେଁସ୍ ଠାରେ ଶନିମନ୍ଦିର ନଥିଲା ! ସେହି ସମୟରେ ଘେଁସ୍ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ ମାନେ ବରଗଡ କିମ୍ବା ସମ୍ବଲପୁର କୁ ଯାଇ ଶନି ମହାରାଜ କୁ ଦର୍ଶନ କରୁଥିଲେ ! ଆଉ ଯେଉଁ ଭକ୍ତ ଯାଇନ ପାରୁଥିଲା ଘରେ ଶନି ମହାରାଜ ଙ୍କ ନାମ କୁ ଜପି ଆତ୍ମା କୁ ଶାନ୍ତି କରୁଥିଲେ ! ଯେବେ ଠାରୁ ଘେଁସ୍ ଠାରେ ଶନିମନ୍ଦିର ତିଆରି ହୋଇ ପ୍ରତିଷ୍ଠା ହେଲା ! ସେହି ଦିନ ଠାରୁ ଘେଁସ୍ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରତିଦିନ ସକାଳ ରୁ ସନ୍ଧ୍ୟା ପ୍ରଯ୍ୟନ୍ତ ଶନି ମହାରାଜ କୁ ଦର୍ଶନ କରି ପାରୁଛନ୍ତି ! ଏହି ଅବସରରେ କୀର୍ତ୍ତନ, ଘଣ୍ଟ, ଶଙ୍ଖ, ହୁଳହୁଳି ରେ ଅଞ୍ଚଳ ଉତ୍ସବ୍ ମୁଖର ପାଲ ଟୁଛି ! ଏହି ଶନିମନ୍ଦିର କୁ ପରିଚାଳନା କରିବା ପାଇଁ ଗୋଟିଏ ଟିମ ଗଠନ କରି ପ୍ରତି ଶନିବାର ଶାନ୍ତି ଶୃଙ୍ଖଳା ସହ ମହାପ୍ରସାଦ ବଣ୍ଟନ କରି ମହାପୂର୍ଣ ଅର୍ଜନ କରୁଛନ୍ତି  !


Post a Comment

0 Comments