AD

ବନାଗ୍ନୀ ନିବାରଣ ସଚେତନତା ଶିବିର ଅନୁଷ୍ଠିତ || forest fire ||

ପାଲା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କିରି       କିଚିପାଳ ଠାରେ ଅନେକ ସଫଳତାର ସହ ବନାଗ୍ନୀ ନିବାରଣ ସଚେତନତା ଶିବିର ଅନୁଷ୍ଠିତ  ହୋଇଥିଲା    । ଏଥିରେ  ମୁଖ୍ୟ ଅତିଥି ଭାବେ  କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ସମ୍ମାନିତ ଅତିଥି Acf ଫାଲଗୁନୀ ବେହେରା, ସରପଞ୍ଚ ବିକ୍ରମ ପିଙ୍ଗୁଆ ସମାଜସେବୀ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀ, କବୟିତ୍ରୀ ପଦ୍ମାବତୀ ସିହ୍ନା ଙ୍କ  ସଭାପତିତ୍ବରେ ଠାକୁରମୁଣ୍ଡା ଵନାଞ୍ଚଳ   ଅଧିକାରୀ କିଶୋର କୁମାର ପାଣିଗ୍ରାହୀ,   ମଞ୍ଚ ପରିଚାଳନା କରିଥିଲେ        ଆସ ଵସ ମିଶ        ଅନୁଷ୍ଠାନର ସଭାପତି ସମାଜସେବୀ ପଦ୍ମଲୋଚନ ନନ୍ଦ,            ପାଲା ଗାୟକ ଧିରେନ୍ ପଲେଇ ଓ ତାଙ୍କ ସାଥି ପୁରସ୍କୃତ ହୋଇଥିବା ବେଳେ ୫ଟି ଫୁଟବଲ ଟିମ୍ କିରିକିପାଳ,ମାଙ୍କଡବେଡା,ଜଡିପଦା,ଦିଲିଗଞ୍ଜ ଓ ଚାନ୍ଦିକମଳ। ଆସ ବସ ମିଶ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଏଥିରେ ସହଯୋଗ କରିଥିଲେ। ବନବିଭାଗର ସମସ୍ତ ଵନପାଳ ବନରକ୍ଷୀ ଓ ସବୁଜ ବାହିନୀ ତଥା ଅନ୍ୟ କର୍ମଚାରୀ, ସ୍ଥାନୀୟ SSG ଗୃପର ମହିଳା ଓ ଆଞ୍ଚଳିକ ଅଧିବାସୀ ମାନେ ଉପସ୍ଥିତ ଥିଲେ  ସେସରେ ସରପଂଚ ବିକ୍ରମ ପିଣ୍ଡୁଆ ଧନ୍ୟବାଦ ଦେଇ ସଭାଭଙ୍ଗ କରିଥିଲେ


Post a Comment

0 Comments