AD

ଦଶ ମିନଟ ର ମଜୁରୀ ଦେଢକୋଟି || one and half crore for ten mint ||

 


ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ତାଙ୍କ ପ୍ରେମିକା ରାଧିକା ମରଚାଣ୍ଟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି | ରାଜସ୍ଥାନର ନାଥଦ୍ୱାରରେ ଥିବା ଶ୍ରୀନାଥଜୀ ମନ୍ଦିରରେ ଗୁରୁବାର ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମୁମ୍ବାଇରେ ଅମ୍ବାନୀଙ୍କ ଘର ଆଣ୍ଟିଲାଠାରେ ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା | ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ | ଏହି ସମୟରେ ବଲିଉଡ କଣ୍ଠଶିଳ୍ପୀ ମିକା ସିଂ ମଧ୍ୟ ଗୀତ ଗାଇଥିଲେ |ମିକା ସିଂ ଗୀତ ଗାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଇଛନ୍ତି 

Post a Comment

0 Comments