AD

ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ସମ୍ମାନୀତ || Dasartha Mhanta got the glory award ||

          ଇଣ୍ଡିଆନ୍ ବିୟୁଟିଶୀୟାନ ୱେଲ୍ଫେୟାର ଆସୋସିଏନ ଦ୍ଵାରା ରବିବାର ପୁରୀ ଠାରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଠାକୁରମୁଣ୍ଡା ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଙ୍କୁ ଭାରତୀୟ ଗ୍ଲୋରି ସମ୍ମାନ ରେ ସମ୍ମାନୀତ ହୋଇଥିଲେ ଯାହା କି ଠାକୁରମୁଣ୍ଡା ତଥା ଓଡିଶା ପାଇଁ ଗୌରବର ବିଷୟ ଦଶରଥ ମହାନ୍ତ ଠାକୁରମୁଣ୍ଡା ଫେରିବା ପରେ ଠାକୁରମୁଣ୍ଡା ବାସୀଙ୍କ ତରଫରୁ ସୋମବାର ହନୁମାନ ଛକ ଠାରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଭବ୍ୟ ସ୍ଵମ୍ବର୍ଦ୍ଧନା ଜ୍ଞାପନ କରିଥିଲେ   ଏଥିରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର  ପୂର୍ବତନ  ବିଧାୟକ ଙ୍କ ସହିତ ସମାଜ ସେବୀ ପଦ୍ମଲୋଚନ ନନ୍ଦ, ଜ୍ୟୋସ୍ନା ପାଣିଗ୍ରାହୀ, ଗୋଲକ ମହାପାତ୍ର, ଦୋଳଗୋବିନ୍ଦ ପାତ୍ର, ଚକ୍ରଧର ଦାସ, ବାବୁ ସାହୁ, ଦିଲ୍ଳିପ ମହାନ୍ତ, ରଂଜନ କୁମାର ମହାନ୍ତ ଙ୍କ ସମେତ ଅନେକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ   ସମସ୍ତେ ଦଶରଥ ମହାନ୍ତ ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ସେ ଆନ୍ତର୍ଜାତୀୟ ସ୍ତରରେ ନିଜର ତଥା ଓଡ଼ିଶା ନାମକୁ ଆଗକୁ ନେବା ନେଇ ଆଶା ପ୍ରକଟ କରି ଥିଲେ


 

Post a Comment

0 Comments