AD

୭ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା


 ଫରିଦାବାଦ‌ରେ ୭ବର୍ଷର ଜଣେ ଶିଶୁକୁ ଦୁଷ୍କର୍ମ କରିବା ପ‌ରେ ଅତି ନର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ସିସିଟିଭି ଫୁ‌ଟେଜକୁ ଆଧାର କରି ଦୁଷ୍କର୍ମକାରୀକୁ ଗିରଫ କରିଛି। ଅଦାଲତରେ ହାଜର କରିବା ପରେ ପୁଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୨୭ ତାରିଖରେ ପ୍ରଥମଶ୍ରେଣୀରେ ପାଠପଢ଼ୁଥିବା ଜଣେ ଝିଅ ସ୍କୁଲ ଯିବାକୁ ଘରୁ ବାହାରିଥିଲା କିନ୍ତୁ ଆଉ ଘରକୁ ଫେରି ନଥିଲା। ପରିବାରଲୋକ ବହୁ ଖୋଜା‌ଖୋଜି କରିଥିଲେ। କିନ୍ତୁ ଝିଅର କୌଣସି ସୂଚନା ପାଇ ପାରି ଥିଲେ। ଏହାପରେ ସେମାନେ ପୁଲିସ‌ରେ ଝିଅ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ।

Post a Comment

0 Comments