AD

ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂ ମିରେ ଅନୁଷ୍ଠିତ ହୋଇଛି ପାଞ୍ଚଦିନିଆ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ || A five-day international sandcastle is being organized at Chandrabhaga R's Jarajav Belabhumi

 

A five-day international sandcastle is being held at Chandrabhagar's Zarajava Belavhu Mi

କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାର  ବେଳାଭୂ ମିରେ ଅନୁଷ୍ଠିତ ହୋଇଛି ପାଞ୍ଚଦିନିଆ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ। ଏଥିରେ ଚଳିତ ବର୍ଷ ୧୦୩ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାର ବାଲୁକା ଶିଳ୍ପୀମାନଙ୍କ ସହିତ ସ୍ପେନ, ସିଙ୍ଗାପୁର, ରୁଷିଆ, କାନାଡ଼ା ଏବଂ ଜାପାନର ପାଞ୍ଚଜଣ ଶିଳ୍ପୀ ଭାଗ ନେଇଛନ୍ତି। ସେହିପରି ଦେଶର ବିଭିନ୍ନ ଅଞ୍ଚଳ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଆସାମ, ତେଲେଙ୍ଗାନା ଏବଂ ତାମିଲନାଡୁରୁ ଖ୍ୟାତନାମା ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।


Post a Comment

0 Comments