AD

ଦାଶପୁର ଛକରୁ ୯ ଫୁଟର ଅଜଗର ସାପ ଉଦ୍ଧାର


ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ଦାଶପୁର ଛକ ନିକଟରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ସୂଚନା ମୁତାବକ ଗତକାଲି ରାତ୍ର ସମୟରେ ଦାଶପୁର ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ପାଖରେ ବିରାଟକାୟ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ଏହାପରେ ବନ କର୍ମଚାରୀ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁଙ୍କୁ ଖବର ଦେଇଥିଲେ ଏହାପରେ ସ୍ୱାଧିନ ସେଠାରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ କେନାଲରୁ ଫୁଟର ଅଜଗର ସାପଟିକୁ ଉଦ୍ଧାର କରିଥିଲେ ଏହି ଉଦ୍ଧାର କାର୍ଯ୍ୟରେ ପାରା ବନ କର୍ମଚାରୀ କପିଲେଶ୍ୱର ଦାଶ ସହଯୋଗ କରିଥିଲେ ସେହିପରି ଉଦ୍ଧାର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ତାହାର ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଥିବା ବନପାଳ ବାବୁ ସେଠୀ ସୂଚନା ଦେଇଛନ୍ତି


 

Post a Comment

0 Comments