AD

୩ ବର୍ଷର ଆୟକର ଟିକସ ଛାଡ଼ ପାଇଲା ଶିରିଡ଼ି ସାଇବାବା ମନ୍ଦିର || Shiridi Saibaba Temple got 3 years income tax exemption

 

Shiridi Saibaba Temple got 3 years income tax exemption

ସୁପ୍ରିମ୍କୋର୍ଟଙ୍କ ଆଦେଶକ୍ରମେ ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ ଜାରି କରିଥିବାରିଲିଜ୍‌’ରେ ଉଲ୍ଲେଖ ଅଛି। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ମୂଲ୍ୟାୟନ କରିବା ବେଳେ ଆୟକର ବିଭାଗ ଧରି ନେଇଥିଲା ଯେ, ‘ଶ୍ରୀ ସାଇବାବା ସଂସ୍ଥାନଅଧ୍ୟାତ୍ମିକ ଟ୍ରଷ୍ଟ୍ନୁହେଁ, ଦାତବ୍ୟ ଟ୍ରଷ୍ଟ୍ ତେଣୁ, ଟ୍ରଷ୍ଟ୍ହୁଣ୍ଡିରୁ କରିଥିବା ଆୟ ଉପରେ ୩୦% ଟିକସ ଲାଗୁ କରି ସେ ବାବଦକୁ ୧୮୩ କୋଟି ଟଙ୍କା ପୈଠ କରିବାକୁ ନୋଟିସ୍ଜାରି କରିଥିଲେ।ନୋଟିସ୍ପାଇବା ପରେ ଟ୍ରଷ୍ଟ୍ସୁପ୍ରିମ୍କୋର୍ଟରେ ରିଟ୍ପିଟିସନ୍ଦାଏର କରିବାରୁଟିକସ ନିର୍ଦ୍ଧାରଣକରାଯିବା ପର୍ଯ୍ୟନ୍ତ ଆୟକର ବିଭାଗରେ ପୈଠ କରିବାକୁ ଥିବା ଦେୟ ଉପରେ ରହିତାଦେଶ ଜାରି କରିଥିଲେ।ଶ୍ରୀ ସାଇବାବା ସଂସ୍ଥାନଏକ ଧାର୍ମିକ ଦାତବ୍ୟ ଟ୍ରଷ୍ଟ୍ଭାବେ ସ୍ବୀକୃତି ଦେଇ ଶେଷରେ ଆୟକର ବିଭାଗ ହୁଣ୍ଡିରେ ଥିବା ଦାନ ଉପରେ ଲାଗୁ କରିଥିବା ଟିକସ ଛାଡ଼ କରିଛି।ରିଲିଜ୍‌’ରେ ଆୟକର ବିଭାଗ ଲେଖିଛି, ଏଥିପାଇଁ, ‘ଶ୍ରୀ ସାଇବାବା ସଂସ୍ଥାନଉପରେ ଗତ ତିନି ବର୍ଷ ପାଇଁ ଲାଗୁ ହୋଇଥିବା ୧୭୫ କୋଟି ଟଙ୍କା ଛାଡ଼ କରାଗଲା।


Post a Comment

0 Comments