AD

ଖଲ୍ଲିକୋଟରେ ଜାଗା ମିସନ୍ କର୍ମଶାଳା



 ଖଲ୍ଲିକୋଟ- ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଜାଗା ମିସନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଖଲ୍ଲିକୋଟ ଏନ୍ ଏ ସି ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା, ଏନ୍ ଏ ସି ଭାରପ୍ରାପ୍ତ ଅଧିକାରୀ ତଥା ଖଲ୍ଲିକୋଟ୍ ତହସିଲଦାର ଶ୍ରୀ ରାଜକିଶୋର ପଟ୍ଟନାୟକ,  ୧ ନମ୍ବର ୱାର୍ଡର କାଉନ୍ସିଲର ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇ ଜାଗା ମିସନ୍ ଯୋଜନା ମାଧ୍ୟମରେ ୮୬ ଜଣ ବସ୍ତି ବାସିନ୍ଦାକୁ ପଟା ମିଳିଥିବା ବେଳେ, ଅନ୍ୟ ବସ୍ତି ବାସିନ୍ଦା କୁ ଘର ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହି କର୍ମଶାଳାରେ ଗୋଷ୍ଠୀ ସଂଗଠକ କବିତା ଦାଶ, ରାଜେଶ ପାତ୍ର ସହ ଏନ୍ ଏ ସି ର ସମସ୍ତ କର୍ମଚାରୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ମାନେ ଉପସ୍ଥିତ ଥିଲେ  ।


Post a Comment

0 Comments